କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ ଫଳକ

ପଟ୍ଟାଙ୍ଗି: ଆନ୍ଧ୍ରକୁ କଡ଼ା ଜବାବ ଦେବାପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାକିଥିବା କୋଟିଆର ସମସ୍ତ ଗାଁରେ ଓଡ଼ିଆ ଫଳକ ଲଗାଯାଇଛି। ଫଳକ ଲଗାହେବା ସମୟରେ ଆନ୍ଧ୍ର ପକ୍ଷରୁ କେତେକ ସ୍ଥାନରେ ବିରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ଶୁଣିନଥିଲା। ଜୋର୍‌ଜବରଦସ୍ତ ଫଳକ ଲଗାଇଥିବା ଜଣାପଡ଼ିଛି। ଗତ କିଛିଦିନ ହେଲା କୋଟିଆକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗିଆସୁଛି। କେବେ ଆନ୍ଧ୍ର ଅଧିକାରୀଙ୍କୁ … Continue reading କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ ଫଳକ